Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଦିଲ୍ଲୀ ପ୍ରଦୂଷଣ ଜନିତ ସ୍ଥିତି ସଂଗୀନ

Date: Nov 10, 2017    Views: 20


ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବି ପ୍ରଦୂଷଣ ଜନିତ ସ୍ଥିତି ସଂଗୀନ ରହିଛି । ବାୟୁମଣ୍ଡଳରେ ପ୍ରଦୂଷଣ ଓ କୁହୁଡି ଏତେ ଘନ ରହିଛି ଯେ, ନିଶ୍ୱାସ ନେବା ମୁସକିଲ୍ ହୋଇ ଗଲାଣି । ପୂରା ସହର କୁହୁଡି ଓ ଧୂଆଁରେ ଆଚ୍ଛାଦିତ ହୋଇଛି । ସ୍ଥିତିକୁ ନଜରରେ ରଖି ଯୁଗ୍ମ ଅଯୁଗ୍ମ ଗାଡ଼ି ଚଳାଚଳ ନିୟମ ପୁଣି ଲାଗୁ କରିଛନ୍ତି ଦିଲ୍ଲୀ ସରକାର ।  ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ସବୁକୁ ଦିଲ୍ଲୀ ଭିତରେ ପ୍ରବେଶକୁ ବାରଣ କରାଯାଇଛି ।  ନିର୍ମାଣ କାମ ମଧ୍ୟ ବନ୍ଦ କରିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । କେତେକ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ମଧ୍ୟ ଡାକ୍ତର ପରାମର୍ଶ ଦେଇଛନ୍ତି ।ରିପୋର୍ଟ ଅନୁସାରେ ଦିଲ୍ଲୀ ପ୍ରଦୂଷଣରେ ପଞ୍ଜାବ ଓ ହରିଆଣା ସାଙ୍ଗକୁ ପାକିସ୍ତାନ ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକ ମଧ୍ୟ କତେକାଂଶରେ ଦାୟୀ ।  ଏହା ସହ କୁଏତ ଓ ଇରାକରୁ ଆସୁଥିବା ଧୂଳିକଣା ମଧ୍ୟ କେତେକାଂଶରେ ପ୍ରଦୂଷଣ ପାଇଁ ଦାୟୀ ।


    

Maximum 500 characters