Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Date: Nov 10, 2017    Views: 27

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁ•ପ ସୃଷ୍ଟି ହୋଇଛି । ଏହା ତାମିଲନାଡ଼ୁ ଉପକୂଳ ଦେଇ ଆନ୍ଧ୍ର ପ୍ରଦେଶ, ଓଡ଼ିଶାକୁ ଗତି କରିବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ, ଉପକୂଳ ଏବଂତ୍ତଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଲଘୁ•ପ ପ୍ରଭାବରେ ୧୨ ତାରିଖ ପରଠାରୁ ମେଘୁଆ ପାଗ ରହିବ । ବାୟୁମଣ୍ଡଳରେ ଜଳୀୟବାଷ୍ପ ବି ଭରିଯିବ । ଫଳରେ ଥଣ୍ଡା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

 


    

Maximum 500 characters