Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଯୁବକଙ୍କୁ ହାତୀ ଦଳିଦେଲା

Date: Nov 10, 2017    Views: 14

ବରଗଡ଼: କରମା ନାଚ କରି ଫେରୁଥିବା ବେଳେ ହାତୀ ଦଳି ଦେବାରୁ ଜଣେ ଯୁବକଙ୍କର ମୃତୁ୍ୟ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ଯୁବକ ହେଉଛନ୍ତି ବରଗଡ଼ ଜିଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ କେନାବୁଦା ଗ୍ରାମର ଲାଲ ବାହାଦୂର ହଂସ(୪୨ ବର୍ଷ) ଓ ଆହତ ଜଣକ ହେଉଛନ୍ତି କଲୋନିପଡ଼ାର ବିର୍ଜୁ ବରିହା । ଗତକାଲି ରାତିରେ ପାଇକମାଳ ବ୍ଲକ୍ ବଇଦାପାଲି ଗ୍ରାମରେ କରମା ନାଚ ସାରି ଫେରୁଥିବା ବେଳେ ଏହି କଳାକାରମାନେ ହାତୀପଲ ହାବୁଡ଼ରେ ପଡ଼ିଥିଲେ ।

 


    

Maximum 500 characters