Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲେ ଦାମ

Date: Nov 9, 2017    Views: 14

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ମନ୍ତ୍ରୀ ଦମୋଦର ରାଉତ  । ସେ ପ୍ରଶ୍ନ କରିଛନ୍ତି, ବିଜେପି କିଭଳି ଜାଣିଲା ବରଗଡରେ ବୃନ୍ଦା ସାହୁ ଆତ୍ମହତ୍ୟା କଲେ  । ଚାଷ ସହିତ ଧର୍ମେନ୍ଦ୍ରଙ୍କ କୌଣସି ସମ୍ପର୍କ ନାହିଁ  । ସେ ରାଜ୍ୟ ସରକାରଙ୍କୁ ଅଯଥା ବଦନାମ କରୁଛନ୍ତି  । ଓଡିଶା ଅଣ ବିଜେପି ରାଜ୍ୟ ହୋଇଥିବାରୁ ନିନ୍ଦିତ କରାଯାଉଛି  ।  ରାଜ୍ୟକୁ ପାର୍ଲାମେଂଟ ଷ୍ଟାଣ୍ଡିଂ କମିଟି ଆସିଲେ ଭଲ କଥା  । ବୃନ୍ଦା ସାହୁ ଚାଷୀ ଆତ୍ମହତ୍ୟା ସମୟରେ ବିଜେପି କର୍ମୀ ଉପସ୍ଥିତ ଥିଲେ ବୋଲି ଖବର ଆସୁଛି  । ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଦାମ ।

 


    

Maximum 500 characters