Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଉତ୍ତର କୋରିଆ ସହ ଯୁଦ୍ଧ ହେଲେ ଆମେରିକା-ଜାପାନ ଏକାଠି ହେବେ

    Share on :
    ajab-Image
    Date: Nov 7, 2017    Views: 1433


     ଟୋକିଓ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଜାପାନ ଗସ୍ତରେ ଅଛନ୍ତି । ଆଜି ଟ୍ରମ୍ପ କହିଚନ୍ତି ଉତ୍ତର କୋରିଆ ସହ ଯୁଦ୍ଧ ହେଲେ ତାଙ୍କ ଦେଶ ଜାପାନ ସହ ମିଶିକି ଲଢେଇ କରିବ । ଆମେରିକାର ବ୍ୟାପାରିକ ଅସନ୍ତୁଳନକୁ ଦୂର କରିବାର ଚେଷ୍ଟାକୁ ନିଜର ଗସ୍ତରେ ମହତ୍ତ୍ୱପୂର୍ଣ୍ଣ ଉଦେଶ୍ୟ ବୋଲି ଟ୍ରମ୍ପ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଆମେରିକା ଯେଉଁଠି ସାରା ବିଶ୍ୱରେ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ଦେଶ ସେ ସମୟରେ ଜାପାନ ମଧ୍ୟ ବିଶ୍ୱର ତୃତୀୟ ଶକ୍ତିଶାଳୀ ଅର୍ଥନୈତିକ ଦେଶ । ଜାପାନ ଓ ଆମେରିକା ଭିତରେ ହେବାକୁ ଥିବା ବାଣିଜ୍ୟ ଆମଦାନୀ ଓ ରପ୍ତାନୀର ବଡ ପ୍ରାର୍ଥକ୍ୟ ରହିଛି । ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଏକ ବୈଠକ ପରେ ଟ୍ରମ୍ପ କହିଥିଲେ ଉତ୍ତର କୋରିଆ ମାମଲାରେ ରଣନୈତିକ ଧର୍ଯ୍ୟର ସମୟ ଶେଷ ହୋଇଯାଇଛି । ଏବେ ଦୁଇ ଦେଶ ଉତ୍ତର କୋରିଆର ଆକ୍ରମକ   ସ୍ୱଭାବକୁ ଜବାବ୍ ଦେବାପାଇଁ ବିଚାର କରୁଛନ୍ତି । 

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook