Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଷ୍ଣୁ ଦାସଙ୍କ ବିରୋଧରେ ଏତଲା

Date: Nov 5, 2017    Views: 28


କୋରାପୁଟ: ଅନ୍ୟପଟେ ମହିଳା ବିରୋଧୀ ମନ୍ତବ୍ୟ ନେଇ ବିଜେଡି ଦଳିତ ସେଲ ମୁଖ୍ୟ ବିଷ୍ଣୁ ଦାସଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛି ବିଜେପି  । ବିଜେପି ଦଳିତ ସେଲ ପକ୍ଷରୁ ଏହି ଏତଲା ଦିଆଯାଇଛି  ।  ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ପୀଡିତାଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରିଥିବାରୁ ଏହି ଏତଲା ଦିଆଯାଇଛି  । ଶୁକ୍ରବାରଦିନ ବିଷ୍ଣୁ ଦାସ କହିଥିଲେ, ଯବାନଙ୍କ ବିରୋଧରେ ପୀଡିତା ନାବାଳିକା କରିଥିବା ଗଣଦୁଷ୍କର୍ମ ଅଭିଯୋଗ ସତ  । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ଦେଇଥିଲେ ତାଙ୍କ ବୟାନକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି  ।

 


    

Maximum 500 characters