Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

୨ ଆତଙ୍କବାଦୀ ନିହତ

Date: Nov 5, 2017    Views: 29


ଶ୍ରୀନଗର: ଉତ୍ତର କଶ୍ମୀର ବାରମୁଳା ଜିଲାର ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ସୁରକ୍ଷାବଳଙ୍କ ଏନକାଉଣ୍ଟରେ ରବିବାର ନିହତ ହୋଇଛନ୍ତି । ସେମାନେ ଅନୁପ୍ରବେଶ କରୁଥିବାବେଳେ ସୁରକ୍ଷାବଳଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା । ସୁରକ୍ଷାବଳଙ୍କ ଉପରକୁ ସେମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ।  ଏହାର ଜବାବରେ ସୁରକ୍ଷାବଳଙ୍କ ପାଲଟା ଆକ୍ରମଣରେ ଆତଙ୍କବାଦୀଙ୍କ ମୃତୁ୍ୟ ଘଟିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି ।

 


    

Maximum 500 characters