Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଷ ପିଇ ମହିଳା ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

    Share on :
    Date: Nov 3, 2017    Views: 134


    ସୋର: ବାଲେଶ୍ୱର ଜିଲା ସୋର ବ୍ଲକରେ ଗୋଜଡ଼ିହା ଗାଁର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସରସ୍ୱତୀ ପାତ୍ର । ଗତକାଲି ରାତିରେ ସେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
    ସରସ୍ୱତୀ ୩୦ ହଜାର ଟଙ୍କା ଉଧାର କରି ନିଜର ଅଢେ଼ଇ ମାଣ ଜମିରେ ଧାନ ·ଷ କରିଥିଲେ ।  କିନ୍ତୁ ବାରମ୍ବାର ପୋକ ଲାଗି ତାଙ୍କ ପାଚିଲା ଧାନ ନଷ୍ଟ ହୋଇଯାଉଥିବାରୁ ସେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

    Read more

    ପ୍ରେମ ପାଇଁ ତଣ୍ଟି କାଟିଲେ

    କେନ୍ଦ୍ରାପଡ଼ା: ପ୍ରେମର ଭୂତ ଓ ପ୍ରେମର ନିଶା ଯେତେବେଳେ ମୁଣ୍ଡରେ ଚଢିଯାଏ ତାକୁ ଓହ୍ଲାଇବା ଭାରି କାଠିକର ପାଠ ।  ପ୍ରେମରେ ବିଫଳ ହେବା ପରେ କିଏ ଝିଅକୁ ହତ୍ୟା କରୁଛି ତ କିଏ  ଝିଅ ଉପରେ ଏସିଡ ମାଡ଼ କରୁଛି । ତେବେ ପ୍ରେମରେ ବିଫଳ ହୋଇ ଜଣେ ଯୁବକ ବ୍ଲେଡରେ ନିଜ ...

    Read more

    ବିଷ ପିଇଲେ ଏସପି

    ଲକ୍ଷ୍ନୌ:  ବିଷ ପିଇଲେ ଏସପି । ଉତ୍ତରପ୍ରଦେଶର କାନପୁର ସିଟି ପୁଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସହରର ଏସପି ବିଷ ପିଇବା ଘଟଣା ପୁଲିସ ବିଭାଗକୁ ବିଚଳିତ କରିଦେଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ...

    Read more

    ହାଜତ ଭିତରେ ତଣ୍ଟି କାଟିଲା ଅଭିଯୁକ୍ତ

    ଚୌଦ୍ୱାର: ଟାଙ୍ଗୀ ଥାନା ହାଜତରେ ଜଣେ ଅଭିଯୁକ୍ତ ନିଜର ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜର ତଣ୍ଟି କାଟି ଦେଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଗୋକୁଳପୁରର ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook