ମୁଖ୍ୟ ଖବର
 
                  
                
ବରଗଡ: ବରଗଡରେ ପୁଣି ·ଷୀ ଆତ୍ମହତ୍ୟା ଅଭିଯୋଗ  । ସଦର ବ୍ଲକ ତୁରାଗାଁର ଅକ୍ଷୟ ଧରେଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି  ।ଋଣ ନେଇ ·ଷ କରିଥିବା ଅକ୍ଷୟଙ୍କ ଫସଲରେ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଯାଇଛି  । ଋଣ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି  । ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି  ।
Comments ସମସ୍ତ ମତାମତ 0