Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ବିଜେଡି କଂଗ୍ରେସ ମେଂଟ ପ୍ରସଂଗ ନେଇ ବୈଜୟନ୍ତଙ୍କ ଟ୍ବିଟ୍

Date: Oct 24, 2017    Views: 35

ଭୁବନେଶ୍ବର : କଂଗ୍ରେସ ସହ ବିଜେଡିର ମେଂଟ ନେଇ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁଗଲି ଫିଙ୍ଗିଥିବା ବେଳେ ଏହାକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଟ୍ବିଚ୍ କରିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ନିଜ ଟ୍ବିଟରେ ସେ ଉଲ୍ଲେଖ କରିଛନ୍ତିଯେ, ୧୯୮୦ ଓ ନବେ ଦଶକରେ ଯେଉଁମାନେ କଂଗ୍ରେସକୁ ବିରୋଧ କରି ରାଜନୀତି କରୁଥିଲେ ସେମାନେ ଏହାକୁ ଗ୍ରହଣ କରିପାରିବେ ନାହିଁ । ସୂଚନାଯୋଗ୍ୟଯେ, ଗତକାଲି ଡାକ୍ତର ରାଉତ କଂଗ୍ରେସ ସହ ମେଂଟ ନେଇ ଟିପ୍ପଣୀ ରଖିଥିଲେ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ହୋଇଥିବାବେଳେ ସମସ୍ତେ ମିଳିମିଶି ଏହାର ବିରୋଧ କରିବା ଦରକାର ବୋଲି ସେ ଆହ୍ବାନ ଦେଇଥିଲେ । ଏପରିକି କଂଗ୍ରେସ ଅପେକ୍ଷା ବିଜେପି ହିଁ ଆମର ଶତ୍ରୁବୋଲି ମତବ୍ୟକ୍ତ କରିଥିଲେ ।


    

Maximum 500 characters