Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ଆଜି ଧନ୍ତେରାସ

Date: Oct 17, 2017    Views: 30


ଭୁବନେଶ୍ୱର: ଆଜି ଧନ୍ତେରାସ । ବିଶ୍ୱାସ ରହିଛି ଏହି ଦିନରେ ସୁନା, ରୁପା ଏବଂ ଅନ୍ୟାନ୍ୟ ଧାତୁ କିଣିଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ସହ ଧନପ୍ରାପ୍ତି ହୋଇଥାଏ । ଏଥିପାଇଁ ବିଭିତ୍ତ ଗହଣା ଦୋକାନରେ ଲୋକଙ୍କ ଭିଡ଼ ଜମେୟ ଧନ୍ତେରାସକୁ ଆଖି ଆଗରେ ରଖି ଜୁଏଲାରୀ ବ୍ୟବସାୟୀମାନେ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ରଖିଥାନ୍ତି । ରାଜଧାନୀରେ ଏବର୍ଷ ବି ବିଭିନ୍ନ ସୋରୁମ୍ ପକ୍ଷରୁ ଆକର୍ଷଣୀୟ ଅଫର ସବୁ ଘୋଷଣା ହୋଇଛି ।


    

Maximum 500 characters