Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ଚର୍ଚ୍ଚାରେ ଆଉ ଜଣେ ଆଲିଆ

Date: Oct 2, 2017    Views: 45


ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡର ଜଣେ ନାମୀ ନାୟିକା  ।  ହେଲେ ଏବେ ଆଉ ଜଣେ ଆଲିଆ ବି ବେଶ୍ ଚର୍ଚ୍ଚାରେ ଅଛନ୍ତି  । ସେ ହେଲେ ଆଲିଆ କଶ୍ୟପ  । ତାଙ୍କର ବଡ଼ ପରିଚୟ ହେଉଛି ସେ ହେଉଛନ୍ତି ପ୍ରଖ୍ୟାତ ନିର୍ମାତା-ନିଦେ୍ର୍ଧଶକ ଅନୁରାଗ କଶ୍ୟପଙ୍କ କନ୍ୟା  । ତାଙ୍କର ବୟସ ଏବେ ମାତ୍ର ୧୭ ବର୍ଷ  । ଆଉ ଏକ ଉଲ୍ଲେଖନୀୟ କଥା ହେଲା କିଛିଦିନ ତଳେ ସେ ଏକ ଡକୁ୍ୟମେଣ୍ଟାରୀ ସିନେମାର ନିଦେ୍ର୍ଧଶନା ଦେଇଛନ୍ତି  । ତା’ଛଡ଼ା ଆଲିଆ ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟା  । ଇନଷ୍ଟାଗ୍ରାମରେ ସେ ଅନେକ ସମୟରେ ନିଜ ହଟ୍ ଫଟୋ ସେଆର କରି ଚର୍ଚ୍ଚାରେ ରହିଛନ୍ତି  । ଏବେ ଇନଷ୍ଟାଗ୍ରାମ୍ରେ ତାଙ୍କର ୯୬ ହଜାର ଫଲୋଅର୍ ଅଛନ୍ତି  । ଆଲିଆ କଶ୍ୟପ ଇତିମଧ୍ୟରେ ମଡେଲିଂ ମଧ୍ୟ କରିସାରିଲେଣି  । ସେ ହିରୋଇନ୍ ଭାବେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି  । ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ହେଉଛନ୍ତି ଆଲିଆଙ୍କ ସବୁଠୁ ଭଲ ସାଙ୍ଗ  ।


    

Maximum 500 characters