Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ମିସ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିଲେ ଓଡ଼ିଆ ଝିଅ ଏନି

Date: Sep 25, 2017    Views: 80


ଭୁବନେଶ୍ୱର: ଓଡ଼ିଆ ଝିଅ ଏନି ପ୍ରିନ୍ସ ନାଗ ମିସ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିଛନ୍ତି । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଏନି କୋରାପୁଟ ବିକ୍ରମଦେବ କଲେଜରୁ ପାଠ ପଢା ସାରିବା ପରେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବାକୁ  ବାଙ୍ଗାଲୁରୁ ଯାଇଥିଲେ । ସେଠାରେ ସେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ । ତାମିଲ ଫିଲ୍ମ ମହାରାଣୀ କୋଟାଇ ଓ କନ୍ନଡ଼ ଫିଲ୍ମ ନାନୁ ବନ୍ନେ ଓ ଲ୍ଲେରନୁରେ ଚମକ୍ରାର ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ । ଏବେ ମିସ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ ଜିତିବା ପରେ ଏନି ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ।


    

Maximum 500 characters