Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ବାଇଶି ପାହାଚରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ

    Share on :
    Date: Sep 19, 2017    Views: 678

    ଭୁବନେଶ୍ୱର: ଆଜି ମହାଳୟା । ଆଶ୍ୱିନ ମାସ କୃଷ୍ଣପକ୍ଷରେ ଏହା ପଡ଼ିଥାଏ  । ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧଭାବେ ଜଣାଶୁଣା । ଏହି ଦିବସ ଅବସରରେ ପୂର୍ବପୁରୁଷଙ୍କ ପିଣ୍ଡଦାନ କରାଯାଇଥାଏ । ମହଳୟାରେ ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦେ୍ଧଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।

    Read more

    ଶ୍ରୀମନ୍ଦିର ସଂସ୍କାର ନେଇ ବୈଠକ

    ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ବୈଠକ ଆରମ୍ଭ ହୋଇଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠି ହେଉଛି ।

    ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ବରିଷ୍ଠ ସେବାୟତମାନେ ...

    Read more

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି

    ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲିଭୋଗ ନୀତି । ଆଜି ଭୋର ୩ଟାରୁ ଦ୍ୱାର ଫିଟା ଯାଇଥିଲା । ଗୋପାଳ ବଲ୍ଲଭ ଭୋଗ ସହିତ ପହିଲିଭୋଗ ଲାଗି ହୋଇଛି । ଏହା ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ...

    Read more

    ଡିସେମ୍ବର ଶେଷ ସୁଦ୍ଧା ନୂଆ ଆମିକସକୁ୍ୟରି ନିଯୁକ୍ତି

    ଭୁବନେଶ୍ୱର: ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇଥିବାବେଳେ ଆମିକସକୁ୍ୟରି ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ  ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।  ମାନ୍ୟବର ...

    Maximum 500 characters

    ସଂସ୍କୃତି View all

    Find Us on Facebook