Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ-୨୦୧୬ ଆଗତ

Date: Sep 14, 2017    Views: 54

 ଭୁବନେଶ୍ୱର: ବିଧାନସଭାରେ ଗୁରୁବାର ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ-୨୦୧୬ ଆଗତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହାକୁ ଆଗତ କରିଛନ୍ତି । ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଲରେ ଓଡ଼ିଆ ଭାଷାକୁ ଯଥାର୍ଥ ସମ୍ମାନ ଦିଆଯାଇନାହିଁ । ଓଡ଼ିଆ ସହ ସାନ୍ତାଳୀ ଓ କୋଶଳୀ ଭାଷା ଉପରେ ଚିନ୍ତା କରାଯିବା ଦରକାର । ସାନ୍ତାଳୀ ଭାଷାରେ ଏକ କୋଟି ଲୋକ ରହିଛନ୍ତି । ତେଣୁ ଓଡ଼ିଆ ଭାଷାକୁ ଭାଗ କରିବା ପାଇଁ ମଞ୍ଜି ବୁଣନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।


    

Maximum 500 characters