Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

    ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଲ୍ ପାରିତ

    Date: Sep 12, 2017    Views: 89

    ଭୁବନେଶ୍ୱର:  ବିଧାନସଭାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଲ୍ ୨୦୧୭ ପାରିତ ହୋଇଛି  । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଦ୍ୱାରା ଆଗତ ଏହି ବିଲ୍ ଗୃହରେ ଆଲୋଚନା ପରେ ପାରିତ ହୋଇଛି  । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷ ରହିବାକୁ ଥିବା ବେଳେ ବିଭିନ୍ନ ବର୍ଗର ୧୫ ଜଣ ସଦସ୍ୟ ରହିବେ  ।

    Maximum 500 characters

    ବିଧାନସଭା ଖବର View all

    Find Us on Facebook