Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ବିଧାନସଭାରେ ଉଠାଯିବ ବ୍ରିଜ ଭୁଶୁଡ଼ିବା ପ୍ରସଙ୍ଗ: ନରସିଂହ

Date: Sep 11, 2017    Views: 69

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାକୁ ନେଇ  ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି   । ଶ୍ରୀ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହା ଏକ ଗୁରୁତର ପ୍ରସଙ୍ଗ ଓ ଏହାକୁ ବିଧାନସଭାରେ ଉଠାଯିବ ବୋଲି ପ୍ରକାଶ କରିଛନ୍ତି  । ଏହି ଘଟଣା ପାଇଁ ପୂର୍ତ୍ତ ବିଭାଗ ଠିକାଦାର ଓ ବିଭାଗୀୟ ଇଞ୍ଜିନିୟର ଦାୟୀ ବୋଲି ଶ୍ରୀ ମିଶ୍ର କହିଛନ୍ତି  ।
ଅନ୍ୟ ପକ୍ଷରେ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି  । ନିମ୍ନମାନର କାର୍ଯ୍ୟ ପାଇଁ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିଲା ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ ମତ ଦେଇଛନ୍ତି  ।


    

Maximum 500 characters