Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କେଉଁ ଋତୁରେ ନଖ ଅଧିକ ବଢେ?

    Date: Sep 4, 2017    Views: 108

    କେତେକ ଲୋକଙ୍କ ନଖ ଜନ୍ମରୁ ହିଁ ନରମ ଥାଏ । ଶରୀରରେ ପ୍ରୋଟିନ୍ର ଉଭାବତା ଥିଲେ ଏଭଳି ହୋଇଥାଏୟଏତଦ୍ୱ୍ୟତୀତ ପୋଟାସିୟମ୍,ସୋଡ଼ିୟମ୍ ହାଇଡ୍ରେକ୍ ସାଇଡ଼୍ ସଂପର୍କରେ ଅ ।ସିଲେ ମଧ୍ୟ ନଖ ନରମ ହୋଇଥାଏ । ସବୁଠୁ ମଜାଦାର କଥା ହେଲାଯେ,ସବୁ ଆଙ୍ଗୁଳିର ବୃଦ୍ଧି ଏକାଭଳି ହୋଇନଥାଏ । ମଝି ଆଙ୍ଗୁଳି ଓ ଛୋଟ ଆଙ୍ଗୁଳିର ନଖ ଅନ୍ୟ ଆଙ୍ଗୁଳିର ନଖ ତୁଳନାରେ ଡ଼ାହାଣ ହାତର ନଖ ଅତିଶୀଘ୍ର ହିଁ ବଢିଥାଏ । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ନଖ ଅଧିକ ବଢି ଥାଏ । ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ,ଶୀତଋତୁ  ତୁଳନାରେ ଗ୍ରୀଷ୍ମକାଳରେ ନଖ ଅଧିକ ବଢି ଥାଏ । ଏହାର କାରଣ ହେଲା ଯେଏହି ସମୟରେ ନଖ ଅଧିକ ତାପ ପାଇଥାଏ । ଏଣୁ ପୋଟାସିୟମର ମାତ୍ରା ଅଧିକ ହୋଇଥାଏ । ଫଳରେ ନଖରେ ଗ୍ରୀଷ୍ମକାଳରେ ବଢି ଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook