Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ୍ ଦେଲେ ଈଶା ଗୁପ୍ତା

Date: Sep 3, 2017    Views: 90

ମୁମ୍ବାଇ: ବଲିଉଡ୍ର ହଟ୍ ହୀରୋଇନ୍ ଈଶା ଗୁପ୍ତା ନିଜର କେତେକ ଟପ୍ଲେସ୍ ଫଟୋ ଇନ୍ଷ୍ଟ୍ରାଗ୍ରାମ୍ରେ ଅପଲୋଡ୍ କରି ଟ୍ରୋଲ କରୁଥିବା ଲୋକଙ୍କର ଟାର୍ଗେଟକୁ ଆସିଥିଲେ  । ଟ୍ରୋଲ କରିଥିବା ଲୋକେ ଈଶାଙ୍କୁ କଡ଼ା କଥା କହିଛନ୍ତି  । କେହି ତାଙ୍କୁ ଦେହଜୀବୀ ତ ପୁଣି କେହି ପର୍ଣ୍ଣଷ୍ଟାର ବୋଲି କହିବାକୁ ପଛାଇ ନାହାଁନ୍ତି  । ଏହାର କଡ଼ା ଜବାବ୍ ଦେବାଲାଗି ଈଶା ଗୁପ୍ତା ଏକ ଡାଲିମ୍ବର ଦୁଇଟି ଖଣ୍ଡକୁ ନିଜର ବକ୍ଷୋଭ ଉପରେ ରଖି ଏକ ଫଟୋ ଅପଲୋଡ଼୍ କରି ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ଼ କରିଛନ୍ତି  । ଏହା ଅପ୍ଲୋଡ଼ ହେବାର ମାତ୍ର ଅଧଘଣ୍ଟା ଭିତରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକେ ଏହାକୁ ଲାଇକ୍ କରିଛନ୍ତି  । ଏହି ଫଟୋରେ ଈଶା ଟ୍ୟାପ୍ ଲାଇନ୍ରେ ‘ହେଲ୍ ଦି ଲାଇଫ୍’ ବୋଲି ଉଲ୍ଲେଖ କରିଛନ୍ତି  । ଏଠାରେ ସୂଚନାଯୋଗ୍ୟ କି ଈଶା ଗୁପ୍ତାଙ୍କୁ ଖୁବ୍ ଶୀଘ୍ର ଦର୍ଶକ ମିଲନ୍ ଲୁଥି୍ରଆଙ୍କ ଅପ୍କମିଂ ମୁଭି ‘ବାଦ୍ଶାହା’ରେ ଇମ୍ରାନ୍ ହାସମୀଙ୍କୁ ଅପୋଜିଟ୍ରେ ଦେଖିବାକୁ ପାଇବେ  ।


    

Maximum 500 characters