ସ୍ନେହ ଓ ଶ୍ରଦ୍ଧାର ପର୍ବ ରାକ୍ଷୀ ପୂର୍ଣ୍ଣିମା

ନୂଆଦିଲ୍ଲୀ: ସାରା ଦେଶରେ ଆଜି ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଛି । କେବଳ ଭାଇ ଭଉଣୀର ସମ୍ପର୍କକୁ ନେଇ ଏହି ପର୍ବ ଆଧାରିତ ନୁହେଁ । ବିଶ୍ୱାସ, ଭରସା, ସ୍ନେହ ଓ ଆଶାର ଭାବନାକୁ ନେଇ ଏହି ଉତ୍ସବ । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବାକୁ ...