Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୦ଟି ବିସ୍ଫୋରଣରେ ଥରିଲା କାବୁଲ : ୮ ମୃତ, ୩୦ ଆହତ

    Share on :
    ajab-Image
    Date: Nov 21, 2020    Views: 3188

    କାବୁଲ୍‌ : ଆଫଗାନିସ୍ଥାନର ରାଜଧାନୀ କାବୁଲ୍‌ରେ ରକେଟ୍‌ ଆକ୍ରମଣରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ରହିଛି । ଏହି ଆକ୍ରମଣରେ ବହୁ କୋଠା ଧ୍ବଂସ ହୋଇଥିବାର ସୂଚନା ରହିଛି । କାବୁଲ ସହରରେ ଆତଙ୍କବାଦୀମାନେ ୨୩ଟି ରକେଟ୍‌ ନିକ୍ଷେପ କରିଛନ୍ତି।  ତେବେ ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।
    ମିଳିଥିବା ସୂଚନା ଅନୁସାରେ, କାବୁଲ୍‌ ସହରର ବଜାର ଅକବାର ଖାନ୍‌, ସହର-ଏ-ନ୍ୟୁ, ଚାହର କାଲା, ଗୁଲ୍‌-ଏ-ସୁର୍ଖ, ସ୍ପିଞ୍ଜର୍‌ ରୋଡ୍‌, ନେସନାଲ୍‌ ଆର୍ଚିବ୍‌ ରୋଡ୍‌ ଆଦି ଅଞ୍ଚଳରେ ରମେଟ୍‌ ମାଡ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook