Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନାହାରରେ ୧୦ ହଜାର ଶିଶୁ ମୃତ:ଜାତିସଂଘ

    Share on :
    ajab-Image
    Date: Jul 29, 2020    Views: 4699

    ନୂଆଦିଲ୍ଲୀ: କରୋନା ପ୍ରଭାବରେ ବିଶ୍ୱବ୍ୟାପୀ ଅନେକ ଲୋକଙ୍କୁ ଅନାହାରରେ ଜୀବନ ବିତେଇବାକୁ ପଡୁଛି । ଅଧିକାଂଶ ଉଦ୍ୟୋଗ ବନ୍ଦ ହୋଇ ରହିଥିବାରୁ ଛୋଟ ବ୍ୟବସାୟୀ ଏବଂ କର୍ମଚାରୀମାନେ ରୋଜଗାର ହରାଇଛନ୍ତି । ଫଳରେ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରିବା ଅନେକ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ଏହି କାରଣରୁ ଗୋଟିଏ ମାସରେ ବିଶ୍ୱବ୍ୟାପୀ ୧୦,୦୦୦ ରୁ ଊଦ୍ଧ୍ୱର୍ ଶିଶୁ ଅନାହାରରେ ପ୍ରାଣ ହରାଇଛନ୍ତି । ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି କରି ଏହା କୁହାଯାଇଛି । ବିଶ୍ୱରେ ଏହାର ଦୀର୍ଘକାଳୀନ ପ୍ରଭାବ ଦେଖାଯିବ ବୋଲି ମଧ୍ୟ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କରୋନାର ପାଶ୍ୱିର୍କ ପ୍ରଭାବରେ ଅତିକମରେ ୧ ବର୍ଷ ମଧ୍ୟରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଶିଶୁ ଅନାହାରରେ ପ୍ରାଣ ହରାଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook